ଘରୋଇ ନର୍ସିଂହୋମରେ ମହିଳାଙ୍କ ଅପରେସନରେ ତ୍ରୁଟି ଯୋଗୁଁ ମୃତ୍ୟୁ

ବ୍ୟାପକ ଭଙ୍ଗାରୁଜା କଲେ ପରିବାର ଓ ଗ୍ରାମବାସୀ ସୋର: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ଏକ ଘରୋଇ ନର୍ସିଂହୋମରେ ଗତବର୍ଷ ଡିସେମ୍ବର ୨୫ ତାରିଖରେ ଜଣେ ମହିଳାଙ୍କର ପ୍ରସବ ପାଇଁ ଅପରେସନ କରାଯାଇଥିଲା। ପରେ ତାଙ୍କର ଅପରେସନରେ ତ୍ରୁଟି ପାଇଁ ମୃତ୍ୟୁ ହୋଇଯାଇଥିବାର ଅଭିଯୋଗରେ ଆଜି ଉକ୍ତ ନର୍ସିଂହୋମରେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀମାନେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଅଭିଯୋଗ ଅନୁସାରେ ସୋର ଥାନା ୱାଦା ଗ୍ରାମର … Continue reading ଘରୋଇ ନର୍ସିଂହୋମରେ ମହିଳାଙ୍କ ଅପରେସନରେ ତ୍ରୁଟି ଯୋଗୁଁ ମୃତ୍ୟୁ